ଭୁବନେଶ୍ୱର: ଆମ୍ରି ହସପିଟାଲ୍ସ ଭୁବନେଶ୍ୱରରେ ନୂଆ ଷ୍ଟ୍ରୋକ୍ କ୍ଲିନିକ୍ ଉଦ୍ଘାଟିତ ହୋଇଛି। ଏହାକୁ ବିଶିଷ୍ଟ ନ୍ୟୁରୋଲୋଜି କନ୍ସଲ୍ଟାଣ୍ଟ୍ ପ୍ରଫେସର ଡକ୍ଟର ଆର୍ ଏନ୍ ସାହୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ହସ୍ପିଟାଲ୍ର ଭିପି ଓ ୟୁନିଟ୍ ମୁଖ୍ୟ ଡକ୍ଟର ବିବେକ ଲାଲ୍, ନ୍ୟୁରୋଲୋଜିର ବରିଷ୍ଠ କନ୍ସଲ୍ଟାଣ୍ଟ୍ ଡକ୍ଟର ଏଲ୍ ଡି ପାଢ଼ୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ ଆମ୍ରି ଭୁବନେଶ୍ୱରରେ ଜରୁରୀକାଳୀନ ଫିଜିସିଆନ୍, ଚବିଶ ଘଣ୍ଟା ନ୍ୟୁରୋଲୋଜିଷ୍ଟ, ଉଚ୍ଚ ତାଲିମ ପ୍ରାପ୍ତ ନର୍ସିଂ ଷ୍ଟାଫ୍ ଓ ନ୍ୟୁରୋ ରିହାବିଲିଟେସନ୍ ଷ୍ଟାଫ୍ଙ୍କ ଏକ ଟିମ୍ ରହିଛି।
ଆମ୍ରି ହସ୍ପିଟାଲ୍ସରେ ଷ୍ଟ୍ରୋକ୍ କ୍ଲିିନିକ୍ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/06/Dr-Vivek-Lal-Dr-R-N-Sahoo-Dr-L-D-Padhi.jpg)