ଭୁବନେଶ୍ବର: ଗାଲ୍ଗୋଟିୟା କଲେଜ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜିର ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ୍ସ ବିଭାଗର ଛାତ୍ରଛାତ୍ରୀମାନେ ଏକ ରୋବଟ୍ ନିର୍ମାଣ କରିଛନ୍ତି। ଏହାର ନାମ ରଖାଯାଇଛି ୱେଲ୍କମ୍ ରୋବଟ୍। ଏହା ଅତିଥିମାନଙ୍କୁ ସ୍ବାଗତ କରିବା ବେଳେ ପୁଷ୍ପଗୁଚ୍ଛ ପ୍ରଦାନ କରୁଛି ଓ ସେମାନଙ୍କ ସହିତ କରମର୍ଦନ ମଧ୍ୟ କରୁଛି। ମାତ୍ର ୨୦ ଦିନରେ ଛାତ୍ରଛାତ୍ରୀମାନେ ଏହି ରୋବଟ୍କୁ ପ୍ରସ୍ତୁତ କରିଛନ୍ତି।
ଗାଲ୍ଗୋଟିୟା ଛାତ୍ରଛାତ୍ରୀ ନିର୍ମାଣ କଲେ ରୋବଟ୍
/sambad/media/post_attachments/wp-content/uploads/2019/11/g56adg4ad98g7da897g48dadadadadadadadadadadadadadadadadadadadada.jpg)