ଷ୍ଟାଇଲ୍‌ସ୍ପାରେ ଏଣ୍ଡ୍‌ ଅଫ୍ ସିଜନ୍ ସେଲ୍‌

ଭୁବନେଶ୍ବର: ଷ୍ଟାଇଲସ୍ପା ପକ୍ଷରୁ ଏଣ୍ଡ୍‌ ଅଫ୍‌ ସିଜନ୍‌ ସେଲ୍‌ ଘୋଷଣା କରାଯାଇଛି। ଗ୍ରାହକମାନେ ମାର୍ଚ ୧ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଆସବାବପତ୍ର କିଣାକିଣି ଉପରେ ୬୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ଅବସରରେ ଗ୍ରାହକମାନେ ସୁବିଧାରେ ନୂଆ ବେଡ୍‌ରୁମ୍ କମ୍ବୋ ପ୍ୟାକେଜ୍ ପାଇପାରିବେ ଯାହା ବିବାହ ଅଫର ଭାବେ ଉପଲବ୍ଧ ହେଉଛି। ବଜାଜ୍ ଫାଇନାନ୍ସର ଗ୍ରାହକମାନେ ଏହି ଅବସରରେ ୦% ସୁଧ ଓ ଡାଉନ୍‌ପେମେଣ୍ଟ୍‌ରେ ଜିନିଷ କିଣିପାରିବେ। କଟକ, ଭୁବନେଶ୍ବର, ପୁରୀ ଓ ଯାଜପୁର ଗ୍ରାହକଙ୍କୁ ଏହି ସୁବିଧା ମିଳିବ। ଏହି ଅଫର ଷ୍ଟାଇଲ୍‌ସ୍ପାର ସମ୍ବଲପୁରର ଗୋ‌ଲବଜାର ଏବଂ ଅନୁଗୁଳର ତୁରଙ୍ଗ ସୋ’ରୁମ୍‌ରେ ମଧ୍ୟ ଉପଲବ୍ଧ ହେଉଛି ବୋଲି କଂପାନିର ଏରିଆ ସେଲସ୍‌ ମ୍ୟାନେଜର ଇନ୍ଦ୍ରଜିତ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର