ସୁପରଟେକ୍‌ ଦେବାଳିଆ

ନୂଆଦିଲ୍ଲୀ : ୟୁନିଅନ୍‌ ବ୍ୟାଙ୍କର ଋଣ ପରିଶୋଧ କରିବାରେ ବିଫଳ ରିଅଲ ଇଷ୍ଟେଟ୍‌ ସଂସ୍ଥା ସୁପରଟେକ୍ ଲିମିଟେଡକୁ ଏନ୍‌ସିଏଲ୍‌ଟି ଦେବାଳିଆ ଘୋ‌ଷଣା କରିଛି। ଏହା ଦ୍ବାରା କଂପାନିର ୨୫ ହଜାର ଗ୍ରାହକ ପ୍ରଭାବିତ ହେବେ।

ସମ୍ବନ୍ଧିତ ଖବର