କୋଲକାତା: ସ୍ୱାଗତ ଫର୍ଣ୍ଣିଚର ପକ୍ଷରୁ ଓଡ଼ିଶାରେ ଏହାର ଆପେକ୍ସ ରେଞ୍ଜ ଫର୍ଣ୍ଣିଚର୍କୁ ଉନ୍ମୋଚନ କରାଯାଇଛି। ସ୍ୱାଗତ ଫର୍ଣ୍ଣିଚରର ନିର୍ମାତା ଉମା ପ୍ଲାଷ୍ଟିକ୍ସ ଲିମିଟେଡର ଏମ୍ଡି କେ. କେ. ସେକ୍ସାରିଆ କୁହନ୍ତି, ଅତୀତରେ କମ୍ପାନି ଇଡେନ୍ ଗାର୍ଡେନ୍ ଏବଂ ଗୌହାଟିସ୍ଥିତ ଇନ୍ଦିରା ଗାନ୍ଧୀ ଆଥଲେଟିକ୍ ଷ୍ଟାଡିୟମ୍, ମୋହନ ବାଗାନ ଓ ଇଷ୍ଟ ବେଙ୍ଗଲ ଷ୍ଟାଡିୟମ୍ ସମତେ ବିଭିନ୍ନ ପ୍ରେକ୍ଷାଳୟରେ ଚେୟାର ସ୍ଥାପନ କରିଛି। ସ୍ୱାଗତ ଫର୍ଣ୍ଣିଚର ପକ୍ଷରୁ ଚେୟାର ସମେତ ଟେବୁଲ, ଷ୍ଟୁଲ୍ ଓ ଅନ୍ୟ ଫର୍ଣ୍ଣିଚର ବିକ୍ରି କରାଯାଉଛି। ଓଡ଼ିଶାରେ ବିଭିନ୍ନ ପ୍ରତିଷ୍ଠାନ ଓ ଷ୍ଟାଡିୟମ୍ରେ ସ୍ୱାଗତର ଚେୟାର ଆଦୃତି ଲାଭ କରିବା ନେଇ ଆଶା ରହିଛି ବୋଲି କମ୍ପାନିର ନିର୍ଦେଶକ ସିଦ୍ଧାର୍ଥ ସେକସାରିଆ ଆଶାବ୍ୟକ୍ତ କରିଛନ୍ତି।
‘ସ୍ୱାଗତ ଫର୍ଣ୍ଣିଚର’ର ଆପେକ୍ସ ରେଞ୍ଜ୍ ଉତ୍ପାଦ
/sambad/media/post_attachments/wp-content/uploads/2018/01/swagath_jpg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)