ସ୍ବସ୍ତି ପ୍ରିମିୟମକୁ ପଞ୍ଚ ତାରକା ହୋଟେଲ ମାନ୍ୟତା

ଭୁବନେଶ୍ବର: ରାଜଧାନୀର ଅନ୍ୟତମ ପ୍ରମୁଖ ହୋଟେଲ ସ୍ବସ୍ତି ପ୍ରିମିୟମକୁ ପଞ୍ଚ ତାରକା ହୋଟେଲର ମାନ୍ୟତା ମିଳିଛି। ହୋଟେଲର ନବୀକରଣ ସମେତ ଭିତ୍ତିଭୂମି ବିକାଶ ଓ ସେବା ମାନରେ ଉନ୍ନତି ପରେ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ହୋଟେଲକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ସ୍ବସ୍ତି ପ୍ରିମିୟମକୁ ଏହି ସ୍ବୀକୃତି ମିଳିବା ପରେ ଭୁବନେଶ୍ବରରେ ଏବେ ପଞ୍ଚ ତାରକା ହୋଟେଲ ସଂଖ୍ୟା ୩ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର