ଭୁବନେଶ୍ବର: ସିଣ୍ଡିକେଟ୍ ବ୍ୟାଙ୍କ ପକ୍ଷରୁ ‘ସିଣ୍ଡ୍ନିବାସ ଟେକ୍ ଓଭର୍ ଧମାକା’ ନାମକ ନୂତନ ଗୃହ ଋଣ ସ୍କିମ୍ ଆରମ୍ଭ କରାଯାଇଛି। ଏହି ଯୋଜନା ଜୁଲାଇ ୧ରୁ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଗ୍ରାହକମାନେ ବ୍ୟାଙ୍କର ଶାଖା କିମ୍ବା ଆଞ୍ଚଳିକ କାର୍ଯ୍ୟାଳୟରୁ ଏବିଷୟରେ ଅଧିକ ସୂଚନା ହାସଲ କରିପାରିବେ ବୋଲି ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ମୂରଲୀଧର ବେହେରା କହିଛନ୍ତି।
ସିଣ୍ଡିକେଟ୍ ବ୍ୟାଙ୍କର ନୂଆ ଗୃହ ଋଣ ସ୍କିମ୍
/sambad/media/post_attachments/wp-content/uploads/2019/07/Untitled-6-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)