ଭୁବନେଶ୍ୱର: ତନିସ୍କ ପକ୍ଷରୁ ପୁରୁଷଙ୍କ ଲାଗି ସ୍ୱତନ୍ତ ଧରଣର ଅଳଙ୍କାର ବ୍ରାଣ୍ଡ୍ ‘ଅଭିର‘କୁ ଉନ୍ମୋଚନ କରାଯାଇଛି। ଅଭିରରେ ରହିଛି ପୁରୁଷଙ୍କ ପାଇଁ ମୁଦି, ବ୍ରେସ୍ଲେଟ୍, ଚେନ୍, ସୁନା, ହୀରା, ପ୍ଲାଟିନମ୍ରେ ପ୍ରସ୍ତୁତ କାନର ଷ୍ଟଡ୍। ଏହି ରେଂଜ୍ରେ ଥିବା ଗହଣାଗୁଡ଼ିକର ପ୍ରାରମ୍ଭିକ ମୂଲ୍ୟ ୨୦,୦୦୦ ଟଙ୍କା ରହିଛି। ଦେଶର ସମସ୍ତ ତନିସ୍କ ଷ୍ଟୋର୍ରେ ଏହି ରେଂଜ୍ ଉପଲବ୍ଧ ହେଉଛି। କଂପାନିର ବାଣିଜ୍ୟ ବିଭାଗ ଆସୋସିଏଟ୍ ଉପସଭାପତି ଦୀପିକା ତିଓ୍ଵାରୀ କହିଛନ୍ତି ଯେ ଏହି ରେଂଜ୍ ଜରିଆରେ ଆମେ ପୁରୁଷ ଅଳଙ୍କାରର ବୃହତ ବଜାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ।
ତନିସ୍କର ନୂଆ ଅଳଙ୍କାର ‘ଅଭିର୍’
/sambad/media/post_attachments/wp-content/uploads/2017/12/logo-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)