ତନିସ୍କର କମ୍ବୋ ଅଫର୍‌

ଭୁବନେଶ୍ବର: ଦେଶର ଅନ୍ୟତମ ବିଶ୍ବାସଯୋଗ୍ୟ ଗହଣା ବ୍ରାଣ୍ଡ୍ ତନିସ୍କ ପକ୍ଷରୁ କମ୍ବୋ ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଏହି ଅଫରରେ ସୁନା ଗହଣାର ଗଢ଼େଇ ମୂଲ୍ୟ ଓ ହୀରା ମାଗଣାର ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇବେ। ଏହା ସହିତ ପୁରୁଣା ସୁନା ଗହଣା ବଦଳାଇବା ବେଳେ ୧୦୦% ଏକ୍ସଚେଞ୍ଜ୍‌ ମୂଲ୍ୟ ପାଇପାରିବେ। ତନିସ୍କ ସମସ୍ତ ଷ୍ଟୋର୍‌ରେ ଏହି ଅଫର ଉପଲବ୍ଧ ହେବ। ତିନସ୍କର ଉତ୍ସବ, ଲାବଣ୍ୟମ, ଗୁଲ୍‌ନାଜ୍ ଏବଂ ଅଭିର୍‌ ଭଳି ଗହଣା ସମ୍ଭାର ରହିଛି। ଏହା ସହିତ କମ୍ବୋ ଅଫର ଘୋଷଣା କରାଯାଇଥିବାରୁ ଗ୍ରାହକମାନେ ଗହଣା କିଣିବାରେ ଅନନ୍ୟ ଅନୁଭୂତି ପାଇପାରିବେ ବୋଲି ତନିସ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର