ତନିସ୍କର ‘ଲିଟିଲ୍ ବିଗ୍‌ ମୋମେଣ୍ଟ୍‌ସ’ ଗହଣା

ଭୁବନେଶ୍ବର: ତନିସ୍କ ପକ୍ଷରୁ ଲିଟିଲ୍‌ ବିଗ୍ ମୋମେଣ୍ଟ୍‌ସ ଗହଣା ବର୍ଗମାଳାକୁ ଉନ୍ମୋଚନ କରାଯାଇଛି। ଜୀବନର ଛୋଟ ଛୋଟ ଖୁସିରେ ଲୁଚି ରହିଥିବା ବଡ଼ ମୁହୂର୍ତର ଭାବକୁ ଏହି ଗହଣାଗୁଡ଼ିକ ଜରିଆରେ ଉପସ୍ଥାପନ କରାଯାଉଛି। ଗ୍ରାହକମାନେ ହୀରା ଗହଣାର ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ସୁବିଧା ସୀମିତ ସମୟ ପାଇଁ ତନିସ୍କର ସବୁ ଷ୍ଟୋର୍‌ରେ ଉପଲବ୍ଧ ହୋଇଛି। ନୂଆ ଗହଣାଗୁଡ଼ିକ ବିଷୟରେ କଂପାନିର ମହାପ୍ରବନ୍ଧକ-ମାର୍କେଟିଂ ରଞ୍ଜନି କ୍ରିଷ୍ଣସ୍ବାମୀ କହିଛନ୍ତି ଯେ ବଡ଼ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବା ବେଳେ ଯାହା ଘଟେ ତାହା ହେଉଛି ଜୀବନ। ଆମେ ବଡ଼ ମାଇଲଖୁଣ୍ଟ ଭିତରେ ଖୁସି ଖୋଜୁଥାଉ। କିନ୍ତୁ ନିତିଦିନିଆ ଜୀବନରେ ଏଭଳି ଅନେକ ଛୋଟ ଛୋଟ ଘଟଣା ଘଟେ ଯାହାକୁ ପରେ ମନେ ପକାଇଲେ ବହୁତ ଖୁସି ଲାଗେ। ଆମର ନୂଆ ଗହଣା ସମ୍ଭାର ହେଉଛି ସେହି ଖୁସିର ପ୍ରତିଫଳନ।

ସମ୍ବନ୍ଧିତ ଖବର