ଭୁବନେଶ୍ବର: ଯୁଗ ଯୁଗ ଧରି ଏକ ଉତ୍ସବମୁଖର ପଟୁଆର ଚାଲିଆସିଛି । ଭବ୍ୟ ରଥଯାତ୍ରା ଉତ୍ସବର ଏକ ଆଦ୍ୱିତୀୟ ଯାତ୍ରା । ଏହା ଏକାମ୍ତତା ଓ ଶାନ୍ତିର ପ୍ରତିକ, ରାଜାଧିରାଜ ପ୍ରଭୁ ଜଗନ୍ନଥଙ୍କ ଉତ୍ସବ । ସିଏ ସବୁକିଛି ଦେଖନ୍ତି ନିଜ ସଦା ଜାଗ୍ରତ, କରୁଣାମୟ ଚକ୍ଷୁରେ । ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ତ ଦୃଷ୍ଟି ପରି, ପ୍ରତି ମନୁଷ୍ୟଙ୍କ ଭିତରେ ଅଛି ଅତଳତଳ ସାମର୍ଥ୍ୟ, ଯାହା ରଖୁଛି ଅସୀମ ସମ୍ଭାବନା ସୃଷ୍ଟି କରିବାର କ୍ଷମତା ।
ତିନିସ୍କ ପ୍ରସ୍ତୁତ କରୁଛି – ରାଜାଧିରାଜ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଦା ଜାଗ୍ରତ ଦୃଷ୍ଟିରେ ଅନୁପ୍ରାଣିତ ସ୍ୱର୍ଣ୍ଣ ବା ହୀରା ଗହଣାର ଏକ ଉତ୍କୃଷ୍ଟ କଲେକସନ୍ । ଏହି କଲେକସନଟି ଗଢାଯାଇଛି ଆମ ସମସ୍ତଙ୍କ ଭିତରେ ମାହାବାହୁଙ୍କ ଅସରନ୍ତି ଉର୍ଜକୁ ଜାଗ୍ରତ କରିବାକୁ ଓ ସେହି ଆଶା ଓ ସାମର୍ଥ୍ୟର ଆଭାରେ ଆମକୁ ସୁସଜ୍ଜିତ କରିବାକୁ ।
ଏହି କଲେକସନରେ ଅଛି ଜଟିଳ ତାରକସୀ ଓ ରାୱା କାମ, ଏନାମେଲ୍ ଡିଟେଲିଙ୍ଗ ଆଉ ହଳଦିଆ ସୁନାରେ ଖଚିତ ପ୍ରାକୃତିକ ହୀରା । ପ୍ରଭୁ ଜଗନ୍ନାଥ, ନନ୍ଦିଘୋଷ ରଥ, ଦେବୀ ସୁଭଦ୍ରା ଏବଂ ବଡଠାକୁର ବଳଭଦ୍ରଙ୍କ ଆଭାସ ଦେଉଥିବା ପେଣ୍ଡାଣ୍ଟ ଆଉ ମୁଦି ଗୁଡିକ ଗଢାଯାଇଛି ସେହି ଶାଶ୍ୱତ ଉର୍ଜକୁ ଉତ୍ସାହଭରେ ପାଳନ କରିବା ଲାଗି, ଯାହା ଆଣୁଛି ଓଡ଼ିଶାର ଏକ ଉତ୍ସବ।
ଏହି ଉତ୍ସବମୁଖର ଋତୁକୁ ଆହୁରି ସ୍ବତନ୍ତ୍ର କରାଉଛି ତନିସ୍କ ଆଣିଥିବା ଏକ ଖାସ୍ ଅଫର । ସୁନା ଅଳଙ୍କାର ଗଢା ମଜୁରୀରେ ଏବଂ ହୀରା ଅଳଙ୍କାର ମୂଲ୍ୟରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ ପାଆନ୍ତୁ । ଏହି ମନଲୋଭା ଅଫରଟି ଓଡିଶାସ୍ଥିତ ତନିସ୍କ ଷ୍ଟୋରଗୁଡିକରେ ମିଳିବ । ଏହି ଅଫର ଜୁଲାଇ ୧ରୁ ଜୁଲାଇ ୩ତାରିଖ ୨୦୨୨ ପର୍ଯ୍ୟନ୍ତ ବୈଧ ରହିବ।/sambad/media/post_attachments/wp-content/uploads/2022/07/Tanishq-Products-Patch-Odia.jpg)
ଆପଣଙ୍କ ପାଖ ତନିସ୍କ ଷ୍ଟୋରରେ ଚାରୁ ରିଙ୍ଗସ ଆଉ ପେଣ୍ଡାଣ୍ଟସର କଲେକସନ୍ ଦେଖନ୍ତୁ । ଏହି ଅଫର କେବଳ ୧ ଜୁଲାଇରୁ ୩ ଜୁଲାଇ ପର୍ଯ୍ୟନ୍ତ ବୈଧ ରହିବ ।
/sambad/media/post_attachments/wp-content/uploads/2022/07/Tanishq-Offer-Patch-Bottom.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Tanishq-Top-Patch-750x430-1.jpg)