ତନିସ୍କର ‘ଗିଫ୍ଟ ଅଫ୍ ଚଏସ୍‌’ ହୀରା ଗହଣା

ଭୁବନେଶ୍ବର: ଭଲ ପାଇବାର ପରିପ୍ରକାଶ କରିବା ଲାଗି ତନିସ୍କର ହୀରା ଗହଣା ହେଉଛି ଏକ ଉପଯୁକ୍ତ ମାଧ୍ୟମ। ଭାଲେଣ୍ଟାଇନ୍ସ ଡେ’ ପାଖେଇ ଆସୁଥିବା ବେଳେ ନିଜ ମନ କଥା କହିବା ଲାଗି ସୁଯୋଗ ଆସିଛି। ସେଥିପାଇଁ ତନିସ୍କ ପକ୍ଷରୁ ‘ଗିଫ୍‌ଟ ଅଫ୍‌ ଚଏସ୍‌’ ନାମରେ ଆକର୍ଷଣୀୟ ହୀରା ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଗ୍ରାହକମାନଙ୍କୁ ଖୁସିକୁ ଦ୍ବିଗୁଣିତ କରିବା ଲାଗି କଂପାନି ପକ୍ଷରୁ ହୀରା ଗହଣା ମୂଲ୍ୟ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଏହି ଅଫର ସୀମିତ ସମୟ ପାଇଁ ରହିବ। ହୃତପିଣ୍ଡ ଆକୃତିର ଏନ୍‌ଗେଜ୍‌ମେଣ୍ଟ୍‌ ରିଙ୍ଗ୍‌, ବ୍ରେସ୍‌ଲେଟ୍‌, ପେଣ୍ଡେଣ୍ଟ୍‌ ଓ ଇୟରରିଙ୍ଗ ଆଦି ତନିସ୍କରେ ରହିଛି ଯାହା ଜରିଆରେ ନିଜ ଭଲ ପାଇବାର ପରିପ୍ରକାଶ କରାଯାଇପାରିବ। ପ୍ରତିଟି ଗହଣା ପଛରେ ସ୍ବତନ୍ତ୍ର କାହାଣୀ ରହିଛି।

ସମ୍ବନ୍ଧିତ ଖବର