ପ୍ରଦର୍ଶନୀରେ ଟାପାରିଆ ଟୁଲ୍ସ ଷ୍ଟଲ୍‌

ମୁମ୍ବାଇ: ଗୋରେଗାଓଁ ଇଷ୍ଟସ୍ଥିତ ବମ୍ବେ ଏକ୍‌ଜିବିସନ ଆଣ୍ଡ କନଭେନସନ ସେଣ୍ଟରରେ ଆୟୋଜିତ ନିମା ଇଣ୍ଡେକ୍ସ-୨୦୧୮ ପ୍ରଦର୍ଶନୀରେ ଟାପାରିଆ ଟୁଲ୍ସ ଅଂଶଗ୍ରହଣ କରି ଏହାର ଷ୍ଟଲ ଖୋଲିଥିଲା। ଏଠାରେ କମ୍ପାନି ପକ୍ଷରୁ ନୂଆକରି ବଜାରକୁ ଆସିଥିବା ଉତ୍ପାଦ ଯଥା ଷ୍ଟିଲ ଫାଇଲ୍ସ, ହାମର୍‌ ଡ୍ରିଲ୍ସ, ଅର୍ଗାନାଇଜର ସହିତ ପ୍ଲାଷ୍ଟିକ୍‌ ଟୁଲ ବକ୍ସ, ଟିସିଟି ଉଡ୍‌ କଟିଂ ସର୍କୁଲାର ବ୍ଲେଡ, ବିଟ୍‌ ଡ୍ରାଇଭର ସେଟ୍‌ ଏବଂ ଡାଇମଣ୍ଡ ବ୍ଲେଡ ସମେତ ଅନ୍ୟାନ୍ୟ ଉତ୍ପାଦର ପ୍ରଦର୍ଶନ କରାଯାଇଥିଲା। ଦର୍ଶକମାନେ ଏସବୁ ଉତ୍ପାଦର ଉଚ୍ଚ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର