ଯୋଡ଼ାରେ ଟାଟା ଷ୍ଟିଲ୍‌ର ସଲିଡ୍‌ ଲିକ୍ୱିଡ୍‌ ସେପାରେସନ୍‌ ପ୍ଲାଣ୍ଟ୍‌

ଭୁବନେଶ୍ୱର: ଟାଟା ଷ୍ଟିଲ୍‌ ପକ୍ଷରୁ  କେନ୍ଦୁଝରର ଯୋଡ଼ାଠାରେ ଥିବା ଫେରୋ ଆଲଏଜ୍‌ କାରଖାନା (ଏଫ୍‌ଏପି) ଗ୍ୟାସ୍‌ କ୍ଲିନିଂ ପ୍ଲାଣ୍ଟ (ଜିସିପି)ର ସ୍ଲରି ପାଇଁ ସଲିଡ୍‌ ଲିକ୍ୱିଡ୍‌ ସେପାରେସନ୍‌ ପ୍ଲାଣ୍ଟ୍‌କୁ କାର୍ଯ୍ୟକ୍ଷମ କରାଯାଇଛି। କଂପାନିର କଞ୍ଚାମାଲ ବିଭାଗ ଉପସଭାପତି ରାଜୀବ ସିଂହଲ, ଫେରୋ ଆଲଏଜ୍‌  ଓ ମିନରାଲ୍ସ ଡିଭିଜନ୍‌ର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଏମ୍‌  ସି ଥୋମାସ, ଏଫ୍‌ଏଏମ୍‌ଡି ମହା ପ୍ରବନ୍ଧକ ଆର. ଆର ଶତପଥୀ ଓ ଏଫ୍‌ଏପି ଯୋଡ଼ା ମୁଖ୍ୟ ଜି ପି ସାହୁଙ୍କ ଉପସ୍ଥିତିରେ ଏହି ୟୁନିଟ୍‌କୁ କାର୍ଯ୍ୟକ୍ଷମ କରାଯାଇଛି।

ସମ୍ବନ୍ଧିତ ଖବର