ତାଲିକାଭୁକ୍ତ କଂପାନି ସଂଖ୍ୟା ୧୫କୁ ହ୍ରାସ କରିବ ଟାଟା

ନୂଆଦିଲ୍ଲୀ : ଟାଟା ଗ୍ରୁପ୍ ଏହାର ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିବା କଂପାନି ସଂଖ୍ୟାକୁ ୧୫ ପର୍ଯ୍ୟନ୍ତ ହ୍ରାସ କରିବାକୁ ଯୋଜନା ରଖିଛି। ବର୍ତମାନ କଂପାନିର ୨୯ଟି କଂପାନି ଷ୍ଟକ ବଜାରରେ ତାଲିକାଭୁକ୍ତ ରହିଛନ୍ତି। ଟାଟା ଗ୍ରୁପ୍‌ ଅଧୀନରେ ୬୦ଟି ଅଣ ତାଲିକାଭୁକ୍ତ କଂପାନି ମଧ୍ୟ ରହିଛି।

ସମ୍ବନ୍ଧିତ ଖବର