ନୂଆଦିଲ୍ଲୀ: ଦାତବ୍ୟ କାର୍ଯ୍ୟ ପାଇଁ ଆଦାନି ପରିବାର ୬୦ ହଜାର କୋଟି ଟଙ୍କା ଦାନ କରିବ। ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନିଙ୍କ ବାପା ଶାନ୍ତିଲାଲ ଆଦାନିଙ୍କ ଜୟନ୍ତୀ ଓ ଗୌତମଙ୍କ ୬୦ତମ ଜନ୍ମଦିନରେ ଏହି ଘୋଷଣା କରାଯାଇଛି। ଏହି ପାଣ୍ଠି ଆଦାନି ଫାଉଣ୍ଡେସନ ଦ୍ବାରା ପରିଚାଳିତ ହେବ। ଆଦାନି ପରିବାର ଦାନ କରିବାକୁ ଥିବା ଟଙ୍କାକୁ ସ୍ବାସ୍ଥ୍ୟସେବା, ଶିକ୍ଷା ଓ କୌଶଳ ବିକାଶ ପାଇଁ ଖର୍ଚ୍ଚ କରାଯିବ। ଏଥିରେ ଗ୍ରାମାଞ୍ଚଳକୁ ଅଧିକ ଧ୍ୟାନ ଦିଆଯିବ।
ଆଦାନି ପରିବାର ୬୦,୦୦୦ କୋଟି ଦାନ କରିବ
/sambad/media/post_attachments/wp-content/uploads/2022/05/Gautam-Adani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)