ନୂଆଦିଲ୍ଲୀ: ସୋସିଆଲ ନେଟ୍ୱର୍କିଂ ସାଇଟ୍ ଟ୍ବିଟର୍ର ପ୍ରବାସୀ ଭାରତୀୟ ସିଇଓ ପରାଗ ଅଗ୍ରୱାଲ୍ ଷ୍ଟାଫ୍ମାନଙ୍କୁ କଫି ପରଷି ଚର୍ଚ୍ଚାରେ ରହିଛନ୍ତି। ଟ୍ବିଟର୍ର ଲଣ୍ଡନରେ ଥିବା କାର୍ଯ୍ୟାଳୟର କଫି ସପ୍ରେ ଠିଆ ହୋଇ ସେ କର୍ମଚାରୀମାନଙ୍କଠାରୁ ବରାଦ ନେଇଥିଲେ। ତାଙ୍କ ସହ ଟ୍ବିଟର୍ ୟୁକେର ଏମ୍ଡି ଦାରା ନାସାର ମଧ୍ୟ କଫି ପରଷିବା କାର୍ଯ୍ୟ କରିଥିଲେ। ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ଷ୍ଟାଫ୍ମାନଙ୍କୁ କୁକିଜ୍ ଦେଇଥିଲେ। ଏହା ପରେ ପରାଗ ଏକ ଷ୍ଟାଣ୍ଡ୍ଅପ୍ କମେଡି ସୋ’ରେ ଅଂଶଗ୍ରହଣ କରି ଲୋକଙ୍କୁ ହସାଇଥିଲେ।
ଷ୍ଟାଫ୍ଙ୍କୁ କଫି ପରଷିଲେ ଟ୍ବିଟର ସିଇଓ
/sambad/media/post_attachments/wp-content/uploads/2022/07/65f4h564h65hffhssfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)