ମୁମ୍ବାଇ: ଓପେକ୍ ରାଷ୍ଟ ସମୂହ ତୈଳ ଉତ୍ପାଦନ ହ୍ରାସ କରିବା ଉପରେ ବିଚାର କରୁଥିବାରୁ ଅଶୋଧିତ ତୈଳ ଦାମ୍ରେ ଆଜି ୪ ପ୍ରତିଶତ ବୃଦ୍ଧି ହୋଇଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦାମ୍ ପ୍ରାୟ ୮୨ ଟଙ୍କା ସ୍ତରକୁ ଖସିଯାଇଥିଲା। ଆଜି ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧ ଟଙ୍କା ୮୯ ପଇସା ସ୍ତରକୁ ଖସିଯାଇଛି। ରିଜର୍ଭ ବ୍ୟାଙ୍କ ଡଲାର ବିକିବା ପରେ ସ୍ଥିତିରେ ସୁଧାର ଘଟିଥିଲା। ଶୁକ୍ରବାର ଦିନ ବିଦେଶୀ ନିବେଶକମାନେ ଭାରତରୁ ୧୫୦୦ କୋଟି ଟଙ୍କା ପ୍ରତ୍ୟାହାର ମଧ୍ୟ କରିଛନ୍ତି।
ଟଙ୍କା ଦୁର୍ବଳ, ଅଶୋଧିତ ତେଲ ମହଙ୍ଗା
/sambad/media/post_attachments/wp-content/uploads/2022/03/crude-oil-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)