ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ନୂଆ ପରିଚାଳନା ନିର୍ଦେଶିକା ଭାବେ ମିନି ଇପେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆନ୍ଧ୍ର ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଥିବା ମିନି ୧୯୮୬ରେ ଏଲ୍ଆଇସିରେ ଡାଇରେକ୍ଟ ରିକ୍ରୁଟ୍ ଅଫିସର ଭାବେ ଯୋଗ ଦେଇଥିଲେ। କଂପାନିର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କର ରହିଛି। ଏମ୍ଡି ଭାବେ ଅବସ୍ଥାପିତ ହେବା ପୂର୍ବରୁ ସେ ଏଲ୍ଆଇସିର କାର୍ଯ୍ୟନିର୍ବାହୀ ନିର୍ଦେଶିକା (ଆଇନ) ଭାବେ କାର୍ଯ୍ୟ କରୁଥିଲେ। ସେ ଏଲ୍ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍ର ସିଇଓ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଏଲ୍ଆଇସିର ନୂଆ ଏମ୍ଡି
/sambad/media/post_attachments/wp-content/uploads/2021/08/5s4h564fs56h4fs56h45fshhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)