ନୂଆଦିଲ୍ଲୀ : ଦେଶରେ ମେ’ ମାସରେ ବେକାରି ହାର ୭.୭%କୁ ହ୍ରାସ ପାଇଛି। ସେଣ୍ଟର ଫର ମନିଟରିଂ ଅଫ୍ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ରିପୋର୍ଟରୁ ଏହା ଜଣାଯାଇଛି। ୧୫ ବର୍ଷ କିମ୍ବା ତଦୂର୍ଦ୍ଧ୍ବ ବୟସର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଦେଶରେ ବେକାରି ହାର ଏପ୍ରିଲରେ ୮.୫ % ଥିଲା।
ମେ’ରେ ବେକାରି ହାର ୭.୭%କୁ କମିଲା
/sambad/media/post_attachments/wp-content/uploads/2021/01/unemployment.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)