ଟୋଟାଲ୍‌ର ନୂଆ ବାଇକ୍‌ ଇଞ୍ଜିନ ଅଏଲ୍‌

ମୁମ୍ବାଇ: ଟୋଟାଲ୍‌ ପକ୍ଷରୁ ‘ଟୋଟାଲ୍‌ ହାଇ-ପର୍ଫ’ ନାମକରେ ନୂଆ ବାଇକ୍‌ ଇଞ୍ଜିନକୁ ଉନ୍ମୋଚନ କରାଯାଇଛି। ଏହି ଅସରରେ ଟୋଟାଲ୍‌ ଅଏଲ୍‌ ଇଣ୍ଡିଆର ସିଏମ୍‌ଡି ଦିଲ୍ଲୀପ ଭାସଓ୍ଵାନି ଏବଂ ଉପସଭାପତି (ବିକ୍ରି ଓ ମାର୍କେଟିଂ) କାରୋଲି ରେପାସ୍‌ ଉପସ୍ଥିତ ଥିଲେ। ପ୍ରତଦିନ ବାଇକ୍‌ରେ ଯାତ୍ରା କରୁଥିବା ଲୋକମାନଙ୍କ ବାଇକ୍‌ ଇଞ୍ଜିନର ପ୍ରଦର୍ଶନକୁ ଏହି ଲୁବ୍ରିକ୍ୟାଣ୍ଟ୍‌ ବଢ଼ାଇପାରିବ। କଂପାନି ପକ୍ଷରୁ ଏହି ଇଞ୍ଜିନ ଅଏଲ୍‌ ପାଇଁ ବ୍ୟାପକ ମାର୍କେଟିଂ ଅଭିଯାନ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର