ଓଡ଼ିଶାରେ ଷ୍ଟୋର୍‌ ଖୋଲିଲା ‘ଟ୍ରାଭେଲ୍‌ ମନି’

ଭୁବନେଶ୍ବର: ଭ୍ରମଣ ଓ ବୈଦେଶିକ ମୁଦ୍ରା ବିନିମୟ ସେବା ପ୍ରଦାନ କରୁଥିବା ଟ୍ରାଭେଲ୍‌ ମନି ଓଡ଼ିଶା ବଜାରରେ ପ୍ରବେଶ କରିବା ସହିତ ଖାରବେଳ ନଗର ଠାରେ ଏହାର ପ୍ରଥମ ଷ୍ଟୋର୍‌ ଖୋଲିଛି। ୧୧୫୮ ବର୍ଗଫୁଟର ଏହି ଷ୍ଟୋର୍‌ରେ କଂପାନି ରାଜ୍ୟର ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ଆବଶ୍ୟକତା ପୂରଣ କରିବାକୁ ଲକ୍ଷ୍ୟ ରଖିଛି। ନୂଆ ଷ୍ଟୋର୍‌କୁ କଂପାନିର ଉପସଭାପତି-ଫରେନ୍‌ ଏକ୍ସଚେଞ୍ଜ୍‌ ଗଗନ୍ ମାଲ୍‌ହୋତ୍ରା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କଂପାନିର ଏଭିପି ଅନୁଜ ରାଜଦାନ୍ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର