ଭୁବନେଶ୍ବର, ଜାରକାରେ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର୍‌

ଭୁବନେଶ୍ବର: ରିଲାଏନ୍ସ ରିଟେଲ୍‌ର ସଂସ୍ଥା ଟ୍ରେଣ୍ଡ୍‌ସ ପକ୍ଷରୁ ଭୁବନେଶ୍ୱରର ଖାରବେଳନଗର ଜନପଥ ଓ ଯାଜପୁରର ଜାରକାରେ ନୂଆ ଷ୍ଟୋର ଖୋଲାଯାଇଛି। ଖାରବେଳନଗରରେ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ୯,୫୮୭ ବର୍ଗଫୁଟ ପରିମିତ ହୋଇଥିବା ବେଳେ ଜାରକା ଷ୍ଟୋର ୪୩୦୦ ବର୍ଗଫୁଟ ପରିମିତି ରହିଛି। ଏହି ଦୁଇଟି ଷ୍ଟୋର୍‌ରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି। ଗ୍ରାହକମାନେ ୩୪୯୯ ଟଙ୍କାର କିଣାକିଣି କରି ମାତ୍ର ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇପାରିବେ। ଟ୍ରେଣ୍ଡ୍‌ସରେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡ୍‌ସ ୱିୟର ଏବଂ ଫ୍ୟାସନ ଆସେସୋରିଜ୍‌ ସ୍ୱତନ୍ତ୍ର ମୂଲ୍ୟରେ ଉପଲବ୍ଧ ରହିଛି।

ସମ୍ବନ୍ଧିତ ଖବର