ଟିଭିଏସ୍‌ ସ୍ପୋର୍ଟର ନୂଆ ସିଲ୍‌ଭର ଆଲଏ ଏଡିସନ୍‌

ଭୁବନେଶ୍ୱର: ଟିଭିଏସ୍‌ ପକ୍ଷରୁ ସ୍ପୋର୍ଟ ବାଇକ୍‌ର ନୂଆ ସିଲ୍‌ଭର ଆଲଏ ଏଡିସନ୍‌କୁ ଉନ୍ମୋଚନ କରାଯାଇଛି। ଏହା ବ୍ଲାକ୍‌ ସିଲଭର ଓ ଭଲ୍‌କାନୋ ରେଡ୍‌ରେ ଉପଲବ୍ଧ ହେବ। ଏଥିରେ ରହିଛି ୧୦୦ ସିସି ଇଞ୍ଜିନ, ଇକୋ ଓ ପାଓ୍ଵାର ମୋଡ୍‌। ଏହା ଲିଟର ପିଛା ୯୫ କିମି ମାଇଲେଜ୍‌ ପ୍ରଦାନ କରୁଛି। ଏହାର ମୂଲ୍ୟ ଓଡ଼ିଶାରେ ୪୧,୫୪୫ ଟଙ୍କା ରହିଛି। କଂପାନିର ସମସ୍ତ ଡିଲର୍‌ସିପ୍‌ରେ ଏହି ବାଇକ୍‌ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର