ଟିଭିଏସ୍‌ ପାଳନ କରିବ କାର୍ଗିଲ୍‌ ବିଜୟ ଦିବସ

ଭୁବନେଶ୍ୱର: ଟିଭିଏସ୍‌ ମୋଟର କଂପାନି ପକ୍ଷରୁ ଜୁଲାଇ ୨୬ ତାରିଖରେ ଏହାର ସମସ୍ତ ଟଚ୍‌ ପଏଣ୍ଟ୍‌ରେ କାର୍ଗିଲ୍‌ ବିଜୟ ଦିବସ ପାଳନ କରାଯିବ। ଏହା ପୂର୍ବରୁ କଂପାନି ପକ୍ଷରୁ କାର୍ଗିଲ୍‌ କଲିଂ-ରାଇଡ୍‌ ଫର୍‌ ଦି ରିଅଲ୍‌ ଷ୍ଟାରସ୍‌’ ଅଭିଯାନ ବିଷୟରେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର