ନୂଆଦିଲ୍ଲୀ: ଆମେରିକାର ଟ୍ୟାକ୍ସି ଏଗ୍ରିଗେଟର କମ୍ପାନି ଉବର୍ ଭାରତରେ ପୁଣି ଏହାର ଅଟୋ ସେବା ଆରମ୍ଭ କରିବ। ସେବା ବନ୍ଦ କରିବାର ପ୍ରାୟ ୨ ବର୍ଷ ପରେ କମ୍ପାନି ଏହି ସେବା ଚଳିତମାସଠାରୁ ଆରମ୍ଭ କରିବାକୁ ଯାଉଛି। ଏବେ ପ୍ରଥମେ ବେଙ୍ଗାଲୁରୁ ଏବଂ ପୁନେରୁ କମ୍ପାନି ଏହାର ଅଟୋ ସେବା ଆରମ୍ଭ କରିବ। ଉଲ୍ଲେଖଯୋଗ୍ୟ ଯେ, ୨୦୧୬ ମାର୍ଚରେ ଭାରତରେ ଅଟୋ ସେବା ବନ୍ଦ କରିବା ନିଷ୍ପତ୍ତି ନେବା ସମୟରେ ନୂଆଦିଲ୍ଲୀ, ଇନ୍ଦୋର କୋଏମ୍ବାଟୋର ଏବଂ ଭୁବନେଶ୍ୱରରେ ଏହି ସେବା ଯୋଗାଇ ଦେଉଥିଲା।
ଭାରତରେ ପୁଣି ଅଟୋ ସେବା ଆରମ୍ଭ କରିବ ଉବର୍
/sambad/media/post_attachments/wp-content/uploads/2018/01/uber-auto-640x427.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)