ୟୁକୋ ବ୍ୟାଙ୍କ ପୁରସ୍କୃତ

ଭୁବନେଶ୍ୱର: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଓଡ଼ିଶା ଜୀବିକା ମିସନ ଦ୍ୱାରା ଆୟୋଜିତ ଏସ୍‌ଏଚ୍‌ଜି ବ୍ୟାଙ୍କ ଲିଙ୍କେଜ୍‌ ପ୍ରୋଗାମ୍‌ ୨୦୧୬-୧୭ରେ ୟୁକୋ ବ୍ୟାଙ୍କକୁ ଦ୍ୱିତୀୟ ପୁରସ୍କାର ମିଳଛି। ପଞ୍ଚାୟତିରାଜ ସଚିବ ଦେଓରଞନ କୁମାର ସିଂ ବ୍ୟାଙ୍କର ମହାପ୍ରବନ୍ଧକ ଅନିଲ କୁମାରଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଏସ୍‌ଏଲ୍‌ବିସିର ସହାୟକ ମହାପ୍ରବନ୍ଧକ ଦାମୋଦର ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର