ଭୁବନେଶ୍ବର: ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଚତୁର୍ଥ ତ୍ରୟବାର୍ଷିକ ସମ୍ମିଳନୀ ସମ୍ବଲପୁରର ହୋଟେଲ୍ ଡଲ୍ଫିନ୍ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ମହାପ୍ରବନ୍ଧକ ସ୍ମୃତି ରଞନଜ ରାୟ, ସହାୟକ ମହାପ୍ରବନ୍ଧକ ରତିକାନ୍ତ ବିଶ୍ବାଳ, ତପନ କୁମାର ପାତ୍ର, ସଂଘର ସାଧାରଣ ସମ୍ପାଦକ କୌଶିକ ଘୋଷ, ସଭାପତି ସୁନିଲ ବଶଂଲ, ସଂଘର ଓଡ଼ିଶା ସଦସ୍ୟ, ନୂଆଦିଲ୍ଲୀ ଓ କୋଲକାତାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ୟୁନାଇଟେଡ୍ ବ୍ୟାଙ୍କ ଅଫିସର ସଂଘର ସମ୍ମିଳନୀ
/sambad/media/post_attachments/wp-content/uploads/2018/12/ubi-647_082317055123.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)