ଭୁବନେଶ୍ୱର: ଚଳିତ ମାସ ୧୪ରେ ଜନତା ମଇଦାନଠାରେ ଅନୁଷ୍ଠିତ ହୋଇଥିବା ମୁଦ୍ରା ପ୍ରୋତ୍ସାହନ ଅଭିଯାନରେ ୟୁନାଇଟେଡ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ଷ୍ଟଲ୍ ଖୋଲାଯାଇଥିଲା। ଏହି ଷ୍ଟଲ୍କୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ। ଏହି ଅବସରରେ କଂପାନିର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ପ୍ରଦୀପ୍ତ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।