ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ୍କୁ ଅଧିକ ସୁରକ୍ଷିତ ଓ ନିରାପଦ କରିବା ଲାଗି ଖୁବ୍ଶୀଘ୍ର ବାୟୋମେଟ୍ରିକ୍ ତଥ୍ୟ ଆଧାରିତ ସୁବିଧା ପ୍ରଦାନ କରାଯିବ। ବ୍ୟବହାରକାରୀମାନେ ନିଜ ଫିଙ୍ଗରପ୍ରିଣ୍ଟ୍ (ଟିପଚିହ୍ନ) କିମ୍ବା ମୁଖମଣ୍ଡଳର ଫଟୋ ଭଳି ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍ କରିପାରିବେ। ବର୍ତ୍ତମାନ ୟୁପିଆଇ ପେମେଣ୍ଟ୍ ଲାଗି ବ୍ୟବହାରକାରୀମାନଙ୍କୁ ବ୍ୟକ୍ତିଗତ ପରିଚୟ ସଂଖ୍ୟା (ପିନ୍) ଦାଖଲ କରିବାକୁ ପଡ଼ୁଛି। ଆଗାମୀ ଦିନରେ ତାହା ଏକ ଅତିରିକ୍ତ ବିକଳ୍ପ ହୋଇରହିବ। ଅର୍ଥାତ ଯେଉଁମାନେ ଚାହିବେ, ସେମାନେ ପିନ୍ ବ୍ୟବହାର କରିପାରିବେ।
ବାୟୋମେଟ୍ରିକ୍ରେ ହେବ ୟୁପିଆଇ ପେମେଣ୍ଟ୍
ୟୁପିଆଇ ପେମେଣ୍ଟ୍କୁ ଅଧିକ ସୁରକ୍ଷିତ ଓ ନିରାପଦ କରିବା ଲାଗି ଖୁବ୍ଶୀଘ୍ର ବାୟୋମେଟ୍ରିକ୍ ତଥ୍ୟ ଆଧାରିତ ସୁବିଧା ପ୍ରଦାନ କରାଯିବ। ବ୍ୟବହାରକାରୀମାନେ ନିଜ ଫିଙ୍ଗରପ୍ରିଣ୍ଟ୍ (ଟିପଚିହ୍ନ) କିମ୍ବା ମୁଖମଣ୍ଡଳର ଫଟୋ ଭଳି ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍ କରିପାରିବେ।
/sambad/media/media_files/2025/02/22/4FvrjZsskYDPdiOrwzzl.jpg)