ଭିଗାର୍ଡର ନୂଆ ରାଇସ୍ କୁକର୍

ଭୁବନେଶ୍ବର: ଭିଗାର୍ଡ ପକ୍ଷରୁ ଓଡ଼ିଶାରେ ନୂଆ ରାଇସ୍ କୁକର୍‌ର ବଜାର ପ୍ରବେଶ କରାଯାଇଛି। ୧ ଲଟିର, ୨.୨ ଲିଟର ଏବଂ ୨.୮ ଲିଟର କ୍ଷମତାରେ ଏହି ରାଇସ୍ କୁକର୍ ଗୁଡ଼ିକ ଆସିଛି। ବଜାର ପ୍ରବେଶ ଅବସରରେ କମ୍ପାନିର ଶାଖା ମୁଖ୍ୟ ସୁମନ୍ତ କୁମାର ପ୍ରଧାନ ଏବଂ ଚ୍ୟାନେଲ ପାର୍ଟନରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର