ଭାସ୍‌ମୋଲ୍‌ର ନୂଆ କ୍ରିମ୍ ହେୟାର୍‌ କଲର୍‌

ଭୁବନେଶ୍ବର: ଭାସ୍‌ମୋଲ୍ ତରଫରୁ ନୂଆ କ୍ରିମ୍ ହେୟାର୍‌ କଲର୍‌କୁ ଉନ୍ମୋଚନ କରାଯାଇଛି। ଏଥିରେ ‘ନୋ କେମିକାଲ୍’ ଡେଭେଲପର୍‌ ରହିଛି। ସାଧାରଣ କ୍ରିମ୍ ସେୟାର କଲର୍‌ରେ ଦୁଇଟି ପ୍ୟାକେଟ୍‌ରେ କଲର୍‌ ଏବଂ ଡେଭେଲପର୍‌ ଥାଏ। ଡେଭେଲପ୍‌ରେ ଥିବା ହାନିକାରକ ହାଇଡ୍ରୋଜେନ୍ ପେରକ୍ସାଇଡ୍‌ ଯୋଗୁ କେଶ ବ୍ଲିଚ୍‌ ହୋଇଥାଏ। ଏହାର ପରିଣାମ ସ୍ବରୂପ କଳା ଥିବା କେଶଗୁଡ଼ିକ ମଧ୍ୟ ଧଳା ହୋଇଯାଏ। ତାହା କେଶକୁ ଶୁଖିଲା ଏବଂ ନିର୍ଜୀବ କରିଦିଏ ଯାହା ଫଳରେ କେଶ ଦୁର୍ବଳ ହୋଇଯାଏ। ଭାସ୍‌ମୋଲ୍ ଆଡ୍‌ଭାନ୍ସଡ୍‌ କ୍ରିମ୍‌ରେ ରହିଛି ବାୟୁରେ ଥିବା ଅମ୍ଳଜାନ ଏବଂ ଏହା କଳା କେଶକୁ ମାତ୍ର ୩୦ ମିନିଟ୍‌ରେ ଆହୁରି ସୁନ୍ଦର କରିଥାଏ। ଏହାର ମୂଲ୍ୟ ୩୦ ଟଙ୍କା ରହିଛି।

ସମ୍ବନ୍ଧିତ ଖବର