ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍କୁ କିଣିବା ଲାଗି ବେଦାନ୍ତର ମାଲିକ ଅନିଲ ଅଗ୍ରୱାଲଙ୍କ ପରିବାର ଦ୍ବାରା ପରିଚାଳିତ ଟ୍ରଷ୍ଟ୍ ଭୋଲ୍କାନ୍ ଇନଭେଷ୍ଟ୍ମେଣ୍ଟ୍ସ୍ ଆଗ୍ରହ ପ୍ରକାଶ କରିଛି। ଜେଟ୍କୁ କିଣିବା ଲାଗି ଯେଉଁ ତିନିଟି ସଂସ୍ଥା ଆଗ୍ରହ ଦେଖାଇଛନ୍ତି ସେଥି ମଧ୍ୟରୁ ଗୋଟିଏ ହେଉଛି ଭୋଲ୍କାନ୍ ଇନଭେଷ୍ଟମେଣ୍ଟସ୍। ପାନାମାରେ ପଞ୍ଜୀକୃତ ହୋଇଥିବା ସଂସ୍ଥା ଆଭାନ୍ତୁଲୁ ଗ୍ରୁପ୍ ଓ ରୁଷିଆନ୍ ଫଣ୍ଡ୍ ଟ୍ରେଜେରି ଆର୍ଏ କ୍ରିଏଟର ପକ୍ଷରୁ ମଧ୍ୟ ଜେଟ୍କୁ କିଣିବା ଲାଗି ଆଗ୍ରହ ପ୍ରକାଶ କରାଯାଇଛି।
ଜେଟ୍କୁ କିଣିପାରେ ବେଦାନ୍ତ ମାଲିକଙ୍କ ପରିବାର
/sambad/media/post_attachments/wp-content/uploads/2019/07/vedanta_logo.png)