ନୂଆଦିଲ୍ଲୀ: ଶିଳ୍ପପତି ଅନିଲ ଅଗ୍ରୱାଲ୍ଙ୍କ ନେତୃତ୍ବାଧୀନ ବେଦାନ୍ତ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ୍କୁ ୧୦୦ ନିୟୁତ ଡଲାର ପରିଶୋଧ କରି ଏହାର ବନ୍ଧକ ସେୟାରକୁ ମୁକୁଳାଇଛି। ନିବେଶକମାନଙ୍କୁ ଭରସା ଦେବା ଲାଗି ନିକଟରେ ବେଦାନ୍ତ ପକ୍ଷରୁ କୁହାଯାଇଥିଲା ଯେ ଏହାର ଋଣ ନିୟନ୍ତ୍ରଣରେ ରହିଛି। ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଯେଉଁ ସବୁ ଋଣ ଶୁଝିବାର ଥିଲା ତାହାକୁ କଂପାନି ଶୁଝିସାରିଛି। ୨୦୨୩ ଜୁନ୍ ସୁଦ୍ଧା ଶେଷ ତ୍ରୈମାସିକ ପର୍ଯ୍ୟନ୍ତର ନଗଦ ଆବଶ୍ୟକତାକୁ ପୂରଣ କରାଯାଇପାରିବ।
ବନ୍ଧକ ସେୟାର ମୁକୁଳାଇଲା ବେଦାନ୍ତ
/sambad/media/post_attachments/wp-content/uploads/2022/09/vedanta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)