ଭୁବନେଶ୍ବର: ଓଡ଼ିଶା ସମେତ ୬ଟି ଦୂରସଂଚାର ସର୍କଲ୍ରେ ଭୋଡାଫୋନ୍ ଆଇଡିଆ ଏହାର ସେବା ବନ୍ଦ କରିବାକୁ ଯାଉଛି ବୋଲି ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଛି ତାହାକୁ କଂପାନି ପକ୍ଷରୁ ଖଣ୍ଡନ କରାଯାଇଛି। କଂପାନି କହିଛି ଯେ ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp