ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୫୦୦୦ କୋଟି ଟଙ୍କାର କ୍ଷତି ସହିଛି। ଭୋଡାଫୋନ୍ ଓ ଆଇଡିଆ ମଧ୍ୟରେ ମିଶ୍ରଣ ହେବା ପରେ କଂପାନି ତରଫରୁ ପ୍ରଥମ ଥର ପାଇଁ ଆର୍ଥିକ ଫଳାଫଳ ରିପୋର୍ଟ ଜାରି କରାଯାଇଛି। ଏହି କ୍ଷତି କଂପାନିର ଚିନ୍ତା ବଢ଼ାଇବ।
ଭୋଡାଫୋନ୍ ଆଇଡିଆର ୫୦୦୦ କୋଟି କ୍ଷତି
/sambad/media/post_attachments/wp-content/uploads/2018/09/voda-idea.png)