ନୂଆଦିଲ୍ଲୀ: ହ୍ବାଟ୍ସଆପ୍ ଉପରେ ଟେସ୍ଲା ତଥା ଏକ୍ସର ସିଇଓ ଏଲନ ମସ୍କ ଗମ୍ଭୀର ଅଭିଯୋଗ ଲଗାଇବା ସହିତ ବ୍ୟବହାରକାରୀଙ୍କ ତଥ୍ୟ ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛନ୍ତି। ମେଟା ଅଧୀନରେ ପରିଚାଳିତ ହ୍ବାଟ୍ସଆପ୍ ସଂପର୍କରେ ଆଲୋଚନା କରିବା ସମୟରେ ମସ୍କ କହିଛନ୍ତି, କିଛି ଲୋକ ଭାବୁଛନ୍ତି ଏହା ସୁରକ୍ଷିତ। କିନ୍ତୁ ସେ କହିଛନ୍ତି ହ୍ବାଟ୍ସଆପ୍ର ଡାଟାକୁ ଟାର୍ଗେଟ ଆଡଭର୍ଟାଇଜିଂ ପାଇଁ ବ୍ୟବହାର କରାଯାଉଛି। ଏହାପରେ ବ୍ୟବହାରକାରୀ ଅନିବାର୍ଯ୍ୟବଶତଃ ଉତ୍ପାଦ ପାଲଟି ଯାଉଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ମେଟା କିମ୍ବା ହ୍ବାଟ୍ସଆପ୍ କେହି ମସ୍କଙ୍କ ଏଭଳି ଅଭିଯୋଗ ଉପରେ ମନ୍ତବ୍ୟ ଦେଇନାହାନ୍ତି।
ପ୍ରତିଦିନ ରାତିରେ ଡାଟା ଏକ୍ସପୋର୍ଟ କରୁଛି ହ୍ବାଟ୍ସଆପ୍: ମସ୍କ
/sambad/media/post_attachments/wp-content/uploads/2023/03/Musk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)