ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ନଭେମ୍ବର ୧ ତାରିଖରୁ କିଛି ଫୋନରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍ । ଅର୍ଥାତ ସେହି ଫୋନରୁ ହ୍ୱାଟ୍ସଆପ୍ ମେସେଜ୍ କରିପାରିବେନି ଗ୍ରାହକ । ତେଣୁ ଆପଣ ଯଦି ସେହି ଫୋନ ବ୍ୟବହାର କରୁଥିବେ, ତେବେ ଆପଣ ଅସୁବିଧାରେ ପଡିପାରନ୍ତି ।

Advertisment

କମ୍ପାନିର ଘୋଷଣା ମୁତାବକ, ଆଣ୍ଡ୍ରୋଏଡ ଓ ଆଇଓଏସର ପୁରୁଣା ଭର୍ସନରେ ଏବେ କାମ କରିବା ବନ୍ଦ କରିଦେବ ହ୍ୱାଟ୍ସଆପ୍ । ଅର୍ଥାତ ଆଣ୍ଡ୍ରୋଏଡ୍ ୪.୧ରୁ କମ୍ ଓ ଆଇଓଏସ୍ ୧୦ରୁ କମ୍ ଭର୍ସନ ଥିବା ଫୋନରେ ଏବେ ବନ୍ଦ ହେବାକୁ ଯାଉଛି ହ୍ୱାଟ୍ସଆପ୍ । ଯାହା ଫଳରେ ଏହି ଫୋନ୍ ବ୍ୟବହାର କରୁଥିବା ଲୋକ ଏବେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେବେ ହ୍ୱାଟ୍ସଆପ୍ ବ୍ୟବହାରକାରୀ ହ୍ୱାଟ୍ସଆପ୍ FAQ ସେକ୍ସନକୁ ଯାଇ ଏହାର ଅପରେଟିଙ୍ଗ୍ ସିଷ୍ଟମର ଲିଷ୍ଟ ଚେକ୍ କରିପାରିବେ ।

ତେବେ ନଜର ପକାନ୍ତୁ, ନଭେମ୍ବର ୧ ତାରିଖରୁ କେଉଁ କେଉଁ ଫୋନରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍ ।

WhatsApp to stop working on these phones from Jan 1

ଆପଲର

iPhone 6S
iPhone 6S Plus
Apple iPhone SEରେ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ।

ସେହିପରି ସାମସଙ୍ଗର

Samsung Galaxy Trend Lite
Galaxy SII
Galaxy Trend II
Galaxy S3 mini
Galaxy Core
Galaxy Xcover 2
Galaxy Ace 2ରେ ହ୍ୱାଟ୍ସଆପ୍  ଉପଲବ୍ଧ ହେବ ନାହିଁ।

WhatsApp will stop working on these phones from 2021: Check if yours is on  the list

ଏଥିସହିତ ଏଲଜି (LG)

LG Lucid 2
Optimus L5 Dual
Optimus L4 II Dual
Optimus F3Q
Optimus F7
Optimus F5
Optimus L3 II Dual
Optimus F5
Optimus L5
Optimus L5 II
Optimus L3 II
Optimus L7
Optimus L7 II Dual
Optimus L7 II
Optimus F6
Enact
Optimus F3
Optimus L4 II
Optimus L2 II
Optimus Nitro HD and 4X HD
ZTE

ZTE Grand S Flex
Grand X Quad V987
ZTE V956
Grand Memo
Huawei

Huawei Ascend G740
Ascend D Quad XL
Ascend Mate
Ascend P1 S
Ascend D2
Ascend D1 Quad XL ଆଦି ଫୋନରେ ନଭେମ୍ବର ୧ ତାରିଖରୁ ହ୍ୱାଟ୍ସଆପ୍ ସେବା ବନ୍ଦ ହୋଇଯିବ।