ଭୁବନେଶ୍ୱର: ମାଇକ୍ରୋସଫ୍ଟ ଓ୍ଵିଣ୍ଡୋଜ୍ ୧୦ରେ ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍ ସୁବିଧା ଆରମ୍ଭ କରାଯାଇଛି। ଏହା ଜରିଆରେ ଅଭିଭାବକମାନେ ନିଜ କମ୍ପ୍ୟୁଟରରେ ଏଭଳି ସେଟିଂ କରିପାରିବେ ଯଦ୍ୱାରା ପିଲାମାନେ କୌଣସି ଅନାବଶ୍ୟକ େଓ୍ଵବସାଇଟ୍ରେ ପ୍ରବେଶ କରିପାରିବେ ନାହିଁ। ପିଲାମାନେ ଯେଉଁ େଓ୍ଵବସାଇଟ୍ ଦେଖିବା ଦରକାର କେବଳ ସେହିସବୁ େଓ୍ଵବସାଇଟ୍କୁ ହାସଲ କରିପାରିବେ। ଗ୍ରୀଷ୍ଣ ଋତୁରେ ପିଲାମାନେ ଅଧିକ ସମୟ କମ୍ପ୍ୟୁଟରରେ ବିତାଉଥିବାରୁ ମାଇକ୍ରୋସଫ୍ଟ ପକ୍ଷରୁ ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍କୁ ଉନ୍ମୋଚନ କରାଯାଇଛି।
ଓ୍ଵିଣ୍ଡୋଜ୍ ୧୦ରେ ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍
/sambad/media/post_attachments/wp-content/uploads/2018/05/windows10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)