ଆୟର ଭୁଲ ତଥ୍ୟ ଦେଉଛନ୍ତି ମୋବାଇଲ କଂପାନି

ନୂଆଦିଲ୍ଲୀ,: ଦେଶର ୫ଟି ପ୍ରମୁଖ ମୋବାଇଲ୍‌ କଂପାନି ସେମାନଙ୍କ ଆୟକୁ କମ୍‌ କରି ପ୍ରଦର୍ଶନ କରିଥିବା ସିଏଜି ଅଭିଯୋଗ କରିଛନ୍ତି। ଏହି କଂପାନିଗୁଡ଼ିକ ୧୪,୮୧୩ କୋଟି ଟଙ୍କାର ଆୟକୁ ପ୍ରଦର୍ଶିତ କରିନାହାନ୍ତି। ଏହାର ଫଳ ସ୍ୱରୂପ ସରକାରଙ୍କ ୨୫୭୮.୮୩ କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି। ଯଦି କଂପାନିଗୁଡ଼ିକ ନିଜ ଆୟର ଠିକ୍‌ ତଥ୍ୟ ପ୍ରଦାନ କରିଥାନ୍ତେ ତେବେ ସରକାରଙ୍କୁ ଏହି ରାଜସ୍ୱ ମିଳିଥାନ୍ତା। ଏହି କଂପାନିଗୁଡ଼ିକ ଲାଇସେନ୍‌ସ ଫି’, ସ୍ପେକ୍ଟ୍ରମ୍‌ ବ୍ୟବହାର ଫି ଏବଂ ସୁଧକୁ କମ୍‌ କରି ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର