ୟେସ୍‌ ବ୍ୟାଙ୍କ ମାମଲା: ସିବିଆଇ ଚାର୍ଜସିଟ୍‌ରେ ରାଣାଙ୍କ ନାମ

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ହୋଇଥିବା ୪୬୬.୫୧ କୋଟି ଟଙ୍କା ଠକେଇ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍‌ରେ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଓ ଅଭନ୍ତା ଗ୍ରୁପ୍‌ର ପ୍ରତିଷ୍ଠାତା ଗୌତମ ଥାପରଙ୍କ ନାମ ରହିଛି।

ସମ୍ବନ୍ଧିତ ଖବର