ବିଗ୍ ବଜାରର ୟୁଟ୍ୟୁବ୍ ଚ୍ୟାନେଲ୍‌

ଭୁବନେଶ୍ବର: ବିଗ୍ ବଜାର ପକ୍ଷରୁ ଏକ ‘କୁକ୍ ଆଲଙ୍ଗ୍‌’ ନାମକ ଏକ ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରାଯାଇଛି। ଏହି ଲାଇଭ୍ ଚ୍ୟାନେଲ୍‌ରେ ରୋଷେଇ ବିଷୟରେ ଜ୍ଞାନ ପ୍ରଦାନ କରାଯାଉଛି। ରୋଷେଇ କରୁଥିବା ବ୍ୟକ୍ତିମାନେ ଏହି ଚ୍ୟାନେଲ୍ ଜରିଆରେ ପ୍ରଶ୍ନ କରିପାରିବ ଓ ସୁସ୍ବାଦୁ ବ୍ୟଞ୍ଜନ ତିଆରି କରିପାରିବେ। ଖୁବ୍‌ଶୀଘ୍ର ବିଗ୍ ବଜାର ପକ୍ଷରୁ ରେସିପି କିଟ୍‌ ମଧ୍ୟ ଆରମ୍ଭ କରାଯିବ ଓ ତାହା ବିଗ୍ ବଜାରରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର