ଟିଭି ଉପସ୍ଥାପିକା ଭାବେ ପୂର୍ବରୁ କାମ କରୁଥିବା ଲରେନ୍ ସାଞ୍ଚେଞ୍ଜ୍ଙ୍କ ପ୍ରେମରେ ପଡ଼ିଯାଇଛନ୍ତି ବେଜୋସ୍। ହଲିଉଡ୍ ଟ୍ୟାଲେଣ୍ଟ୍ ଏଜେଣ୍ଟ୍ ପାଟ୍ରିକ୍ ହ୍ବାଇଟ୍ସେଲ୍ଙ୍କ ଠାରୁ ଅଲଗା ହେବା ପରେ ଲରେନ୍ ଏବେ ଏକା ରହୁଛନ୍ତି। ଲରେନ୍ଙ୍କ ସହ ପ୍ରେମ ହିଁ ବେଜୋସ୍ ଓ ତାଙ୍କ ପତ୍ନୀ ମାକେଞ୍ଜିଙ୍କ ବିଚ୍ଛେଦର ମୁଖ୍ୟ କାରଣ ବୋଲି କୁହାଯାଉଛି।
ଏବେ ଲରେନ୍ଙ୍କ ପ୍ରେମରେ
/sambad/media/post_attachments/wp-content/uploads/2019/01/bezos-lauren-sanchez.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)