ଭୁବନେଶ୍ବର: ଏୟାରଟେଲ୍ ୱିଙ୍କ୍ ମ୍ୟୁଜିକ୍କୁ ୨୦୧୮ରେ ଗୁଗୁଲ୍ ପ୍ଲେ ଷ୍ଟୋର୍ର ସର୍ବୋତ୍କୃଷ୍ଟ ମନୋରଞ୍ଜନ ପ୍ରଦାନକାରୀ ଆପ୍ର ରେଟିଂ ପ୍ରଦାନ କରାଯାଇଛି। ଏହି ମାନ୍ୟତା ମିଳିଥିବାରୁ ଆମେ ବହୁତ ଉଲ୍ଲସିତ ବୋଲି ଏୟାରଟେଲ୍ର ସିଇଓ-କଣ୍ଟେଣ୍ଟ୍ ସମୀର ବାତ୍ରା କହିଛନ୍ତି।
ଏୟାରଟେଲ୍ ୱିଙ୍କ୍ ମ୍ୟୁଜିକ୍ର ସଫଳତା
/sambad/media/post_attachments/wp-content/uploads/2018/12/airtel.jpg)
/sambad/media/agency_attachments/2024-07-24t043029592z-sambad-original.webp)