ଭୁବନେଶ୍ବର:
ଆରେ ଭାଇ ଏ ଯୋଜନା ସବୁ କାହା ପାଇଁ...?
ଆମ ଓଡ଼ିଆ ପୁଅ ଘରେ ନାହିଁ,
ପେଟ ପୋଷିବାକୁ ଘରଦ୍ବାର ଛାଡ଼ି;
ସୁରଟ ଯାଇଛି ସନିଆ ଭାଇ !
ଏ ଲୋକଦେଖାଣିଆ କି ପାଇଁ...?
ତମ ଯୋଜନା ଆମର ଲୋଡ଼ା ନାହିଁ।
ଯୋଜନା କରିଣ ପ୍ରଶାସନ ଆମ;
ଶୁଅଇ ନାହିରେ ତେଲ ଦେଇ...!
ତମ ଯୋଜନାକୁ ଆମ ଖାତିର ନାହିଁ !
ତମେ ବୁଝ ତମ ନିଜ ଲୋକ କଥା
ସୁରଟ ଅଛିରେ ଆମ ପାଇଁ...!
/filters:format(webp)/sambad/media/media_files/2025/08/05/untitled-2025-08-05-15-57-32.jpg)
ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ହେଲେ ସେହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ସିଏ ହିଁ ଜାଣନ୍ତି। କାରଣ ଯୋଜନାର ଅସଲ ହିତାଧିକାରୀ ତ ଯାଇ ବାହାରେ ଦାଦନ ଖଟୁଛନ୍ତି। ତେଣୁ ସରାକାରଙ୍କ ସମସ୍ତ ଯୋଜନା ଏବେ ପ୍ରହଶନ ପାଲଟିଛି। ସରକାର ଲୋକଙ୍କ ପାଇଁ ଯୋଜନା କରି ନାହିରେ ତେଲ ଦେଇ ଶୋଇ ପଡୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜିର ଏ କାର୍ଟୁନ। ଦିହକୁ ନେବେନି....ପି...ଲି..ଜ୍............।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/05/new-project-13-2025-08-05-15-38-13.jpg)