ଭାଇନା ଇଏ ରାଜଧାନୀ ଦିଲ୍ଲୀ
ଏଠି ସବୁକିଛି ଯାଏ ଦୋହଲି…
ଯେଉଁଠି ସରକାର ଯାଉଛି ହଲି
ସେଠି ବାଁ ହାତରେ ଖେଳ ବାଣ ଓ ଦିୱାଲି

Advertisment
cartoon on delhi pollution
cartoon on delhi pollution Photograph: (sambad.in)

ଏମିତି ଫୁଟିଲା ବାଣ
ଅମାନିଆ କଲେ ଘୋ ଘା
ଚଉଦିଗ ହେଲା ଢୋ ଢା…
ସବୁଜ ବାଣ ସେବେଠୁ ନିଖୋଜ
କଟକଣା ହେଲା ବାଟବଣା
ପ୍ରଦୂଷଣର ବାବନା ଭୂତଟା 
ପରିବେଶର ହଜାଇଦେଲା ଠିକଣା

ଆହୁରି ପଢନ୍ତୁ-  Cartoon Corner: ହେଇଟି ! ତେମେ ଯେତେ ଫିଙ୍ଗୁଛ ଫିଙ୍ଗ, ତେଲ ପାଇଁ ଆମେ ଦିହେଁ ସାଜିଛୁ ସାଙ୍ଗ... ହାପି ଦୀଓ୍ଵାଲି

ଭାଇ କାହାକୁ କହିବ କୁହ
ସବୁତ ତ ଏଠି ଢୋ ଢା କରି
କଳା କରିଛନ୍ତି ନିଜର ମୁହଁ

ଦିହକୁ ନେବେନି

air pollution 

କାର୍ଟୁନ- ଦେବାଶିଷ

ଆହୁରି ପଢନ୍ତୁ-

Cartoon Corner: ବିଜେଡି ଧରିଛି ଲଙ୍କା ପଟକା ହୋ, କଂଗ୍ରେସ ହାତରେ କୁମ୍ପି... ବିଜେପି ଭାବୁଛି ମାରିବ ଡିଆଁ, ଭୋଟର ପାଖରେ ରହିଛି ନିଆଁ...