ଫୋନରେ ସ୍ତ୍ରୀ କଲାଣି ରଡି, ଭିଡରେ ଫସିଛି ଗାଡି…
ଗହଳି ଭିତରେ ସରିଯିବ ଛୁଟି, ଘର ପହଞ୍ଚିପାରିବନି ମୋ ଗାଡ଼ି…
/filters:format(webp)/sambad/media/media_files/2025/09/30/traffic-2025-09-30-17-38-52.jpeg)
ସ୍ତ୍ରୀ- ହେଇଟି ! କଉଁଠି ?
ସ୍ବାମୀ- ସେଇଠି, ଯେଉଁଠି ଥେଲି ସେଇଠି
ସ୍ତ୍ରୀ- କଣ, ତମ ଗାଡି ଘୁଞ୍ଚୁନି ନା ଭୁବଏନରଟା ବାଲେଶର ଯାଏଁ ବଢ଼ିଗଲା
ସ୍ବାମୀ- ନାଇଁ, ତେଲ ଅଛି, ରାସ୍ତା ବି ଅଛି… ହେଲେ ମୁଁ ଅଟୋ ନୁହେଁ କଇଁଛ ପିଠିରେ ବସିଲା ପରି ନାଗୁଛି…
ସ୍ତ୍ରୀ- ହେରା ! କାଇଁକି ବା… ଭାଙ୍ଗ ଟେଳେ ପକେଇ ଦେଇଛ କି ? ଯଲଦି ଆସ ପୂଜା ବୁଲିଯିବା…
ସ୍ବାମୀ- ପୂଜା ନା ଫୁଜା ! ଘରୁ ବାହାରି ଥରେ ଜାଗାମୁଣ୍ଡକୁ ଆସ ତାପରେ ଜାଣିବ ଭୁଏନସର ଭିଡ଼ କେମିତି ହାଁ… ଖାଲି ଭୁଏନସରରେ ରହିଗଲେ ହେବନି- ଏଠି ରହିବାକୁ ହେଲେ, ବୁଡିବାକୁ ପଡିବ, ଭିଡରେ ଧନ୍ଦି ହେବାକୁ ପଡିବ… ପୂଜା ବୁଲା ବନ୍ଦ- ମୁଁ ଘର ପହଞ୍ଚିଲା ବେଳକୁ ଦଶରା ଛୁଟି ସରିଯାଇଥିବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/30/traffic-2025-09-30-17-38-52.jpeg)