ସଭିଏଁ କୁହନ୍ତି ନାରୀଙ୍କୁ ସମ୍ମାନ
ନାରୀଙ୍କୁ ପୁଣି ଶତଶତ ପ୍ରଣାମ
ଭାଇ ସବୁ ଥାଏ ଖାଲି ଭାଷଣରେ
କଥା ରଖନ୍ତିନି କେହି ବାସ୍ତବରେ
/filters:format(webp)/sambad/media/media_files/2025/10/01/ftg-2025-10-01-18-58-40.jpeg)
ନାରୀକୁ ସମ୍ମାନ, ନାରୀକୁ ସମ୍ମାନ କହି
ସଭିଏଁ ବଡ଼ ବଡ଼ ପାଟିରେ ଚିଲାନ୍ତି
ସମ୍ମାନ ଦେବା କଥା ଉଠିଲା ବେଳକୁ
ସବୁ ବାଟ ଭାଙ୍ଗି ଚାଲିଯାଆନ୍ତି…
ମାଆକୁ ସମ୍ମାନ ଦେଖୁଥାନ୍ତେ ଯଦି
ଆଜି ଦେଶରେ ଓଡିଶା ହେଇଥାନ୍ତା କି ଅପମାନ ?
ମହିଳା ବିରୋଧୀ ଅପରାଧେ କିବା ପାଇଥାନ୍ତା ୩ୟ ସ୍ଥାନ ??
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/01/ftg-2025-10-01-18-58-40.jpeg)