ହୋ ! ଭାଇନା…
ଭୁଶୁଡୁଛି ଲାଲଗଡ଼..
ମରିବା ଭୟରେ ମାଓବାଦୀଙ୍କ
ଛାତି ହେଲାଣି ଧଡ଼ଧଡ଼
ଗର୍ଜୁଛି ଯବାନଙ୍କ ଗୁଳି
ଟଅପ ମାଓନେତାଏ ଗୋଟେ ପରେ ଗୋଟେ
ଗଛ କାଟିଲା ପରି ଯାଉଛନ୍ତି ଟଳି
ପଣ କରିଛି ଦେଶ…
୨୦୨୬ ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଭାରତ
ମାଓବାଦ ନେବ ଶେଷ ନିଶ୍ବାସ
ନକ୍ସଲ ମୁକ୍ତ ଭାରତ ପାଇଁ ଶପଥ ନେଇ
ସୁରକ୍ଷା ବାହିନୀ ଦେଖାଉଛନ୍ତି ଅଦମ୍ୟ ସାହସ…
ଲାଆଲଗଡ଼ରେ ଚାଲିଛି ଅପରେସନ
ଥରହର ହେଉଛି ମାଓ ଶିବିର
ନକ୍ସଲଙ୍କ ଛାତିରେ ଗୁଳି ଛନକା
ଜୀବନ ବିକଳେ କଲେଣି ନିବେଦନ
ତ୍ରାହି ତ୍ରାହି ଡାକିଲେଣି
ବନ୍ଧୁକ ଛାଡି
ଆତ୍ମସମର୍ପଣ କରିବେ ବୋଲି
ଗୋଡହାତ ଧରିଲେଣି…
ହାତ ଯୋଡି ନେହୁରା ହେଲେଣି…
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/17/naxal-2025-09-17-17-13-26.jpeg)