ସରକାର କହୁଛନ୍ତି ସାର ପ୍ରଚୁର ପରିଣାମରେ ମହଜୁଦ୍ ଅଛି। ଚାଷୀ କହୁଛନ୍ତି ଫସଲ ପାଇଁ ସାର ନାହିଁ। ଭାଇ ଏ କି ପାଲା ଚାଲିଛି କହିଲ। ଏଠି କିଏ ସତ କିଏ ମିଛ କହୁଛି ଭାବିଲା ବେଳକୁ ପରା ମୁଣ୍ଡଟା ଗୋଳମାଳ ହେଇଯାଉଛି। ସାର ସଂକଟକୁ ନେଇ ଚାଷୀଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ଏବେ ରାଜ୍ୟରେ ଏକ ପ୍ରମୁଖ ବିଷୟ ପାଲଟିଛି। ତାହାକୁ ନେଇ ଆଜିର ଏ କାର୍ଟୁନ। ଦିହକୁ ନେବେନି।
କାର୍ଟୁନ: ଦେବାଶିଷ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/16/untitled-2025-09-16-14-11-29.jpg)